ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

ଆପଣ କେବେ ଓଡ଼ିଆର ଏକ ପାରମ୍ପରିକ ରେସିପି ‘ପାରିଜାତ’ ମିଠା ଖାଇଛନ୍ତି କି । ତାହେଲେ ଆଜି ହିଁ ଘରେ ବନାନ୍ତୁ ପାରମ୍ପରିକ ଓଡ଼ିଆ ମିଠା ପାରିଜାତ । ଏହି ରେସିପି ବନେଇବା ଅତି ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Odia sweet recipe Parijata

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ପାରିଜାତ’ 

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏବେ ଚାଲିଛି ମାର୍ଗଶୀର ମାସର ଗୁରୁବାର ମାଣ ବସା । ଏହି ପର୍ବରେ ମାଆଙ୍କୁ ବିଭିନ୍ନ ପିଠା ତିଆରି କରାଯାଇ ଭୋଗ ଲଗାଯାଇଥାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି 'ପାରିଜାତ' ମିଠା ।

‘ପାରିଜାତ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପାରିଜାତ’ ମିଠା । ଏହି ରେସିପି ଘରେ ବନେଇ ଠାକୁରଙ୍କ ନିକଟରେ ଭୋଗ ଲଗେଇ ପାରିବେ । ଏହି ରେସିପିଟିକୁ ଆପଣ ଅଲଗା ପର୍ବପର୍ବାଣିରେ ପ୍ରସ୍ତୁତ କରି ଭୋଗ ଲଗେଇ ପାରିବେ ।