ଘରେ ପ୍ରସ୍ତୁତ କରନ୍ତୁ ‘ଦେଶୀ ପୋହଳା ମାଛ ଝାଲ୍’

ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଛାଡ଼ଖାଇରେ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ଦେଶୀ ପୋହଳା ମାଛ ଝାଲ୍’ ।

'Pohola Fish' Recipe

News Summary

ଛାଡ଼ଖାଇରେ ଘରେ ବନାନ୍ତୁ ‘ଦେଶୀ ପୋହଳା ମାଛ ଝାଲ୍’ ।

ଆପଣ ମାଛର ବିଭିନ୍ନ ପ୍ରକାର ରେସିପି ଖାଇଥିବେ। କିନ୍ତୁ ଆଜି ଆମେ ପୋହଳା ମାଛକୁ ନେଇ ଏକ ନିଆରା ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ଦେଶୀ ପୋହଳା ମାଛ ଝାଲ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଦେଶୀ ପୋହଳା ମାଛ ଝାଲ୍’ ବନେଇବା ପାଇଁ ସାମଗ୍ରୀ:

ଗୋଟା ପୋହଳା ମାଛ, ହଳଦୀ ଗୁଣ୍ଡ, ରସୁଣ, କଞ୍ଚା ଲଙ୍କା ଛେଚା, କଟା ଟମାଟୋ, କଟା ପିଆଜ, ଗରମ ମସଲା, ରିଫ।ଇନ୍ ତେଲ, ଲେମ୍ବୁ ରସ, ଧନିଆପତ୍ର ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

'Pohola Fish' Recipe

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଦେଶୀ ପୋହଳା ମାଛ ଝାଲ୍’ । ଏହି ରେସିପିଟିକୁ ଆପଣ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଛାଡଖାଇ ଅବସରରେ ଏହି ରେସିପିଟି ଘରେ ବନାନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।