ଘରେ ବନାନ୍ତୁ ଚଟପଟା ‘ନୁଡଲ୍ ବଲ୍ ସୁପି’

ଘରେ ଆପଣ ନୁଡଲ୍‌ର ବିଭିନ୍ନ ପ୍ରକାରର ରେସିପି ଖାଇଥିବେ । କିନ୍ତୁ ଆପଣ କେବେ 'ନୁଡଲ ବଲ୍ ସୁପି' ରେସିପି ଖାଇଛନ୍ତି କି ? ତାହେଲେ ଘରେ ବନାନ୍ତୁ ‘ନୁଡଲ୍ ବଲ୍ ସୁପି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ ।

Noodle ball soup recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ନୁଡଲ୍ ବଲ୍ ସୁପି’

ଘରେ ଆମେ ନୁଡଲର ବିଭିନ୍ନ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ନୁଡଲର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ନୁଡଲ୍ ବଲ୍ ସୁପି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

‘ନୁଡଲ୍ ବଲ୍ ସୁପି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ନୁଡୁଲ୍‌, କଟା ପିଆଜ, କଟା ରସୁଣ, କଟା ଅଦା, କଟା ଗାଜର, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍, କଟା ପିଆଜ ସଣ୍ଢା, ରେଡ୍‌ ଚିଲି ସସ୍‌, ଚିଲି ସସ୍‌, ଟମାଟୋ ସସ୍‌, ସୋୟା ସସ୍‌, ସେଜୁଆନ୍‌ ସସ୍‌, ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସୁପି ବଲ୍‌ସ’ । ଏହି ରେସିପିଟିକୁ ଆପଣ ସଂଧ୍ୟା ଜଳଖିଆରେ ବନେଇ ପ୍ରସ୍ତୁତ କରିପାରିବେ । ଏହି ରେସିପିଟିକୁ ଆପଣ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।