ଘରେ ବନାନ୍ତୁ ଚଟ୍‌ପଟା ‘ରାଜ୍ କଚୋରୀ’

ଆଜି ଆମେ ଆପଣଙ୍କ ପାଇଁ ଏକ ଚଟ୍‌ପଟା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ରାଜ୍ କଚୋରୀ’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ ।

Raj kachori recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ରାଜ୍ କଚୋରୀ'

ପ୍ରାୟତଃ ଚଚ୍‌ପଟା ଜିନିଷ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସେଥପାଇଁ ବାହାରେ ସ୍ଟ୍ରିଟ୍ ଫୁଡ୍ ଖାଇବାକୁ ସମସ୍ତେ ଚାହିଁଥାନ୍ତି । ଆପଣ ଘରେ ମଧ୍ୟ ବହୁ ଚଟପଟା ରେସିପି ତିଆରି କରି ଖାଇପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ଚଟ୍‌ପଟା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ରାଜ୍ କଚୋରୀ’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ ।

‘ରାଜ୍ କଚୋରୀ’ ବନେଇବା ପାଇଁ ସାମଗ୍ରୀ:

ମଇଦା-ଗୋଟେ କପ୍, ସୁଜି- ଗୋଟେ କପ୍, ସିଝା ଆଳୁ- ୨ଟି, ସିଝା ଚଣା, ସିଝା ମୁଗ,ଦହି ବରା,ମିଠା ଚଟଣୀ,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,କଳା ଲୁଣ ବା ବିଟ୍ ଲୁଣ,ପାମ୍ପଡ଼ି, ଛଣା ସେଓ ଚୁନା,କଟା ଧନିଆ ପତ୍ର, ରିଫାଇନ ତେଲ ଓ ସ୍ୱାଦନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଟ୍‌ପଟା ‘ରାଜ୍ କଚୋରୀ’। ଏହି ରେସିପିଟିକୁ ସଂଧ୍ୟା ଜଳଖିଆରେ ଖାଆନ୍ତୁ ଓ ଘରକୁ କୁଣିଆ ଆସିଲେ ପରଷନ୍ତୁ ‘ରାଜ୍ କଚୋରୀ’ ।