ଘରେ ବନାନ୍ତୁ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ୍’

ଆପଣ କେବେ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ’ ଖାଇଛନ୍ତି କି ? ତେବେ ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମଟନ୍’ । ଏହି ରେସିପିଟି ଆମେ ଆଜି ଦେଶୀ ଉପାୟରେ ପ୍ରସ୍ତୁତ କରିବା ।

Garlic Mutton Recipe

News Summary

 ସହଜ ଓ ସରଳ ଉପାୟରେ ବନାନ୍ତୁ ‘ରସୁଣ ମଟନ୍’

ଘରେ ମଟନର ବିଭିନ୍ନ ରେସିପି ଆପଣ ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମାଟି ହାଣିଡିରେ ମଟନର ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ମଟନ୍’ । ଏହି ରେସିପିଟିକୁ ଆମେ ଦେଶୀ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ରସୁଣ ମଟନ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ :

ମଟନ୍ ବା ଖାସି ମାଂସ-୫୦୦ଗ୍ରାମ, ଗୋଟା ରସୁଣ , କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, କଟା ଧନିଆ ପତ୍ର ଓ ମାଂସକୁ ଦମ୍ ଦେବା ପାଇଁ ଅଟା ଗୁଳା।

ପ୍ରସ୍ତୁତି ପ୍ରଣାଳୀ :

Garlic Mutton Recipe

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ରସୁଣ ମଟନ୍ । ଏହି ରେସିପିଟିକୁ ଆପଣ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।