ଘରେ ବନାନ୍ତୁ ସୁଆଦିଆ 'ଦହି ମଟନ୍'

ଆଗରୁ ମଟନ୍‌ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଦହି ମଟନ୍’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

yogurt mutton recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଦହି ମଟନ୍'

ଘରେ ଘରେ ମଟନ୍‌କୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଆଗରୁ ମଟନ୍‌ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନ୍‌ର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଦହି ମଟନ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଦହି ମଟନ୍ ବନେଇବା ପାଇଁ ସାମଗ୍ରୀ:

ମଟନ୍, ବସାଦହି,କଟା ପିଆଜ, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ସୋରିଷ ତେଲ,ଲୁଣ ,ପାନ ମଧୁରୀ ଗୁଣ୍ଡ,ଡଲଚିନି ଗୁଣ୍ଡ, ଲବଙ୍ଗ,ଗୁଜରାତି ଗୁଣ୍ଡ,ହେଙ୍ଗୁ,ଧନିଆ ଗୁଣ୍ଡ,ଜରା ପାଉଡର

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଦହି ମଟନ୍’। ଏହି ରେସିପିଟିକୁ ରୁଟି ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିତୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।