ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ସୁଆଦିଆ ‘ଟ୍ୟାଙ୍ଗି ଆଚାରୀ ପନିର’

ଆମେ ଘରେ ପନିରର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନିଆରା ଓ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଟ୍ୟାଙ୍ଗି ଆଚାରୀ ପନିର’ ।

tangy achari paneer recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଟ୍ୟାଙ୍ଗି ଆଚାରୀ ପନିର’

ଆପଣ କେବେ ପନିରର ‘ଟ୍ୟାଙ୍ଗି ଆଚାରୀ ପନିର’ ରେସିପିର ସ୍ୱାଦ ଚାଖିଛନ୍ତି କି ?  ଆଜି ହଁ ଘରେ ବନାନ୍ତୁ ‘ଟ୍ୟାଙ୍ଗି ଆଚାରୀ ପନିର’ ।  ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଟ୍ୟାଙ୍ଗି ଆଚାରୀ ପନିର’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

୪ଟି ଲବଙ୍ଗ,୨୫୦ ଗ୍ରାମ ପନିର,୧ ବଡ଼ କ୍ୟାପସିକମ୍, ଗ୍ରୀନ ମଟର,ଦହି,ଟମାଟୋ,ଅଦା,କାଜୁ,କଞ୍ଚାଲଙ୍କା,ହଳଦି ଗୁଣ୍ଡ,ଆମଚୁର ଗୁଣ୍ଡ, ହେଙ୍ଗୁ,ସ୍ୱାଦ ଅନୁସାରେ ଲୁଣ,କସୁରୀ ମେଥୀ,ଲେମ୍ବୁ ରସ, ଆଚାର ରସ,  ଅଳ୍ପ ଅଟା,ତେଲ,କାଶ୍ମୀରୀ ସୁଖିଲା ଲଙ୍କା,ସୁଖିଲା ଧନିଆ,କଳାଜିରା, ପାନମଧୁରୀ,ସୋରିଷ, ମେଥି ଦାନା,ଜିରା ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘‘ଟ୍ୟାଙ୍ଗି ଆଚାରୀ ପନିର’ । ଏହି ରେସିପିଟିକୁ ରୁଟି ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।