ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଶେଜ୍‌ୱାନ୍‌ ଦୋସା’

ଆଜି ଆମେ ଆପଣଙ୍କ ପାଇଁ ସାକଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’ ।

schezwan dosa recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଶେଜ୍‌ୱାନ୍‌ ଦୋସା’

ଜଳଖିଆ ପାଇଁ ଆପଣ ଘରେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରିଥିବେ । ସେଥି ମଧ୍ୟରୁ ‘ଦୋସା’ ରେସିପି ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ତେବେ ଆପଣ କେବେ ‘ଶେଜ୍‌ୱାନ୍‌ ଦୋସା’ ପ୍ରସ୍ତୁତ କରି ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’ । ଆଜି ଆମେ ଆପଣଙ୍କ ପାଇଁ ସକାଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ  ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

‘ଶେଜ୍‌ୱାନ୍‌ ଦୋସା’ ବନେଇବା ପାଇଁ ସାମଗ୍ରୀ:

ଦୋସା ପିଠଉ ବା ବ୍ୟାଟର, ପିଆଜ, ରିଫାଇନ୍‌ ତେଲ, ଲୁଣ, ଗୋଲମରିଚ ଗୁଣ୍ଡ, ପିଆଜ ଷଣ୍ଢା, ଶେଜ୍‌ୱାନ୍‌ ସସ୍‌, ରସୁଣ, ବନ୍ଧା କୋବି, ବିନ୍ସ, କ୍ୟାପ୍‌ସିକମ୍‌ ଓ ଗାଜର ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ଶେଜ୍‌ୱାନ୍‌ ଦୋସା' । ଏହି ରେସିପିଟିକୁ ଆପଣ ପୋଦିନା ଚଟଣୀ କିମ୍ବା ନଡ଼ିଆ ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ  ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।