ଘରେ ବନାନ୍ତୁ ସୁଆଦିଆ ‘ସାହି ମଟନ୍‌ କୋର୍‌ମା’

ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍‌ କୋର୍‌ମା’।

Shahi mutton korma

News Summary

ଘରେ ବନାନ୍ତୁ ‘ସାହି ମଟନ୍‌ କୋର୍‌ମା’

 ଘରେ ମଟନ୍‌କୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଆଗରୁ ମଟନ୍‌ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନ୍‌ର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍‌ କୋର୍‌ମା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ସାହି ମଟନ୍‌ କୋର୍‌ମା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଟନ୍‌, ପିଆଜ, ତେଜପତ୍ର, ଅଳେଇଚ, ଗୁଜୁରାତି, ଷ୍ଟାରଫୁଲ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଦହି, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଲୁଣ, ତେଲ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସାହି ମଟନ୍‌ କୋର୍‌ମା’ । ଏହି ରେସିପିଟିକୁ ରୁଟି ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।