ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମଖନି’

ସାଧାରଣତଃ ଆଳୁରେ ତିଆରି ରେସିପି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁର ଏକ ସୁଆଦିଆ ରେସିପି । ଆଜି ଆମେ ପ୍ରସ୍ତୁତ କରିବା ‘ଆଳୁ ମଖନି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘potato makhni'

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଆଳୁ ମଖନି'

ଘରେ ଆମେ ନିରାମିଷରେ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆଳୁର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପି ବନେଇବା ଅତି ସହଜ ଅଟେ । ଏହି ରେସିପିର ନାଁ ହେଉଛି ‘ଆଳୁ ମଖନି’ ।

‘ଆଳୁ ମଖନି’ ବନେଇବା ପାଇଁ ସାମଗ୍ରୀ:

ଆଳୁ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍‌ କ୍ରିମ୍, ତେଲ, ଘିଅ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ‘ଆଳୁ ମଖନି’। ଏହି ରେସିପିକୁ ଗରମ ଗରମ ପୁରୀ କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।