ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଅମୃତଭଣ୍ଡା ହାଲ୍‌ୱା’

ଆମ ଓଡ଼ିଆ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଅମୃତଭଣ୍ଡାରେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଅମୃତଭଣ୍ଡା ହାଲ୍‌ୱା’ ।

'Papeya Halwa'

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଅମୃତଭଣ୍ଡା ହାଲ୍‌ୱା’

ଘରେ ଆମେ ମିଠାର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆପଣ କେବେ ଅମୃତଭଣ୍ଡାରେ ତିଆରି ହାଲୱା ଖାଇଛନ୍ତି କି ? ଆଜି ଆମେ ଅମୃତଭଣ୍ଡାର ହାଲ୍‌ୱା ପ୍ରସ୍ତୁତ କରିବୁ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଅମୃତଭଣ୍ଡା ହାଲ୍‌ୱା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

କଞ୍ଚା ଅମୃତଭଣ୍ଡା, ଚିନି, ଖିର, ଘିଅ, କାଜୁ, କିସ୍‌ମିସ୍‌ ଓ ଗୁଜୁରାତି ।

ପ୍ରସ୍ତୁତି ପ୍ରଣାଳୀ:

papaya halwa

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱଦିଷ୍ଟ ‘ଅମୃତଭଣ୍ଡା ହାଲ୍‌ୱା’। ଏହି ରେସିପିଟି ଆପଣ ସଖାଳ ଜଳଖିଆରେ ପରଟା କିମ୍ବା ରୁଟି ସହିତ ଖାଇପାରିବେ । ଏହା ସହ ଏହି ହାଲୱାକୁ ଆପଣ ସପ୍ତାହେ ପର୍ଯ୍ୟନ୍ତୁ ଫ୍ରିଜ୍ ରେ ରଖି ଖାଇପାରିବେ । ଏହି ରେସିପିଟିକୁ ଆପଣ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।