କେବେ ଖାଇଛନ୍ତି କି ‘ଛେଚା ମସଲା ଖାସି ମାଂସ’ ?

ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆରା । ବିଶେଷ କରି ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟର ଜବାବ ନାହିଁ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'mutton masala curry'

News Summary

 ସହଜ ଓ ଦେଶୀ ଉପାୟରେ ବନାନ୍ତୁ ‘ଛେଚା ମସଲା ଖାସି ମାଂସ’

ଆପଣ କେବେ ‘ଛେଚା ମସଲା ଖାସି ମାଂସ’  ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି, ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ବନେଇବା ଅତି ସହଜ । ଏହି ରେସିପିର ବିଶେଷତ୍ୱ ହେଲା ଏହାକୁ ଆମେ ଛେଚା ମସଲାରେ ପ୍ରସ୍ତୁତ କରିବା ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ଓ ପାଟିକୁ ବେଶୀ ସୁଆଦିଆ ଲାଗେ । 

‘ଛେଚା ମସଲା ଖାସି ମାଂସ’ ବନେଇବା ପାଇଁ ସାମଗ୍ରୀ:

ଖାସିମାଂସ,କଟା ପିଆଜ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଗୋଟା ମସଲା(ଶୁଖିଲା ଲଙ୍କା,ଗୁଜୁରାତି,ଡାଲଚିନି )ଅଦା,ରସୁଣ,କଞ୍ଚାଲଙ୍କା,ଧନିଆ ପତ୍ର, କଟା ଟମାଟୋ,ରିଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଆମ ଓଡ଼ିଆ ଘରର ପାରମ୍ପରିକ ରେସିପି ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

mutton masala curry