ଘରେ ବନାନ୍ତୁ ସ୍ୱାଦିଷ୍ଟ 'କ୍ଷୀର ସାଗର'

ମିଠା ଓ ପିଠା ଆମ ଓଡ଼ିଆ ଘରର ମୁଖ୍ୟ ରେସିପି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କ୍ଷୀର ସାଗର ‘।

kheer sagar sweets recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'କ୍ଷୀର ସାଗର'

ପର୍ବପର୍ବାଣୀ ଆସିଲେ ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କ୍ଷୀର ସାଗର ‘। ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଜାଣନ୍ତୁ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

କ୍ଷୀର ସାର ବନେଇବା ପାଇଁ ସାମଗ୍ରୀ:

କ୍ଷୀର, ଛେନା, ଚିନି, ଗୁଜରାତି ଗୁଣ୍ଡ, ମଇଦା

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମିଠା ‘କ୍ଷୀର ସାଗର’ । ଏହି ରେସିପି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।