କେବେ ଖାଇନିଥିବେ ମାଛର ଏହି ନିଆରା ରେସିପି

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ମେଥି ମାଛ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'methi fish curry'

News Summary

ସଜହ ଓ ସରଳ ଉପାୟରେ ଘରେ ବନାନ୍ତୁ 'ମେଥି ମାଛ'

ଆମେ ଘରେ ମାଛର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଯେମିତିକି ମାଛ ମସଲା,ମାଛ ବେସର ଆଦଇ ବିଭିନ୍ନ ରେସିପି । କିନ୍ତୁ ଆଜି ଆମେ ମାଛର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମେଥି ମାଛ’ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଆମେ ବନେଇ ପାରିବା ।

‘ମେଥି ମାଛ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମାଛ, ଧଳା ଗୋଲ ମରିଚ, ଲେମ୍ବୁ ରସ, ତେଲ, ବଟା ରସୁଣ, ଅଦା ପେଷ୍ଟ, ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ‘ମେଥି ମାଛ’। ଏହାକୁ ଧନିଆ ପତ୍ରରେ ସଜାଇ ଭାତ ସହ ଗରମ ଗରମ ଖାଆନ୍ତୁ। ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

methi fish curry