ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଲାଉ ପଲାଉ’

ଏବେ ଚାଲିଛି ପର୍ବ ଓ ପର୍ବାଣର ଋତୁ । ଘରେ ଆପଣ ବିନା ପିଆଜ ରସୁଣରେ ବହୁତ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପୟରେ ବନେଇ ପାରିବେ ।

Lau Pulao Recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଲାଉ ପଲାଉ'

ଏବେ ଚାଲିଛି ପର୍ବ ଓ ପର୍ବାଣର ଋତୁ । ଘରେ ଆପଣ ବିନା ପିଆଜ ରସୁଣରେ ବହୁତ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଲାଉ ପଲାଉ’ବନେଇବା ପାଇଁ ସାମଗ୍ରୀ:

ଲାଉ,ବାସୁମତୀ ଚାଉଳ, ଘିଅ,ତେଲ,ଗ୍ରୀନ୍ ମଟର, ଗାଜର, ପୋଦିନା ପତ୍ର,ଧନିଆ ପତ୍ର, କସ୍ତୁରୀ ମେଥି, କାଜୁବାଦାମ୍,କିସ୍‌ମିସ୍‌,ଚିନି, ଜିରା,ତେଜପତ୍ର,ଡାଲଚିନି,ଜାଇଫଳ,ଗୋଲମରିଚ,ଗୁଜୁରାତି, ଗରମ ମସଲା,ସ୍ୱାଦନୁସାରେ ଲୁଣ ଓ ଲେମ୍ବୁରସ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଦହି ରାଇତା କିମ୍ବା ଆଚାର ଲଗାଇ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ପୂଜା ପର୍ବାଣୀରେ ବିନା ପିଆଜ ରସୁଣର୍ ବନେଇ ଖାଇ ପାରିବେ