କେବେ ଖାଇଛନ୍ତି କି ‘ଖୁଆ ଚିକେନ୍‌’

ଘରେ ଚିକେନର ଭିନ୍ନ ଭିନ୍ନ ରେସିପି ତିଆରି କରାଯାଏ । ଆଜି ଆମେ ଚିକେନର ଏକ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍‌’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'khua chiken' recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଖୁଆ ଚିକେନ'

ଚିକେନ୍‌କୁ ନେଇ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ଆପଣ ଖାଇଥିବେ। କିନ୍ତୁ କେବେ ‘ଖୁଆ ଚିକେନ୍‌’ ଖାଇ ନ ଥଇବେ। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ।

‘ଖୁଆ ଚିକେନ୍‌’ ବନେଇବା ପାଇଁ ସାମଗ୍ରୀ:

ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ ରସୁଣ।

ପ୍ରସ୍ତୁତି ପ୍ରଣାଳୀ: