ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ ।

Kheera Podopitha'

ପୋଡ଼ ପିଠା ଏକ ପାରମ୍ପରିକ ଓଡ଼ିଆ ପିଠା। ଏହା ଚାଉଳ ଚୁନା ଓ ଗୁଡ଼/ଚିନିରେ ତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରି କରାଯାଏ। ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ। ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ରଜ ଉପଲକ୍ଷେ ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ । ଏହି ପିଠା ବନେଇବା ଅତି ସହଜ ଓ ସରଳ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

'କ୍ଷୀର ପୋଡ଼ପିଠା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ, କ୍ଷୀର, କାଜୁ ,କଟା ନଡ଼ିଆ, ଚିନି ଗୁଜୁରାତି ଗୁଣ୍ଡ, ଲୁଣ, କିସ୍‌ମିସ୍

ପ୍ରସ୍ତୁତି ପ୍ରଣାଳୀ:

 କ୍ଷୀର ପୋଡ଼ପିଠା’ ତିଆରି କରି ରଜରେ ଅତିଥିଙ୍କୁ ପରଷନ୍ତୁ ।