Astrospeak
  • Live TV
  • Read In English

ଘରେ ବନାନ୍ତୁ ସୁଆଦିଆ ‘କଡାଇ ମଟନ୍‌’

ଆପଣ କେବେ ‘କଡାଇ ମଟନ୍‌’ର ରେସିପି ଖାଇଛନ୍ତି କି ? ଆଜି ରବିବାର ରାନ୍ଧଣାରେ ଘରେ ବନାନ୍ତୁ ‘କଡାଇ ମଟନ୍‌’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

mutton kadai recipe
mutton kadai recipe

ଘରେ ଆମେ ମଟନର ବିଭିନ୍ନ ରେସିପି ତିଆରି କରିଥାଉ । ଯେମିତିକି ମଟନ୍ ମସଲା । ମଟନ୍ କରି । କିନ୍ତୁ ଆଜି ଆମେ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କଡାଇ ମଟନ୍’ । ଏହି ରେସିପିଟିକୁ ବନେଇବା ଅତି ସହଜ ଅଟେ ।

‘କଡାଇ ମଟନ୍‌’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ସିଝା ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା ସିମଲା ଲଙ୍କା, ଟମାଟୋ, ଦହି, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଘିଅ, କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, କଟା ଅଦା, ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘କଡାଇ ମଟନ’। ଏହି ରେସିପିଟିକୁ ଫ୍ରାଏଡ୍ ରାଇସ୍ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।