ସକାଳ ଜଳଖିଆରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’

ସକାଳ ହେଲେ ଘରେ ଜଳଖିଆ ପାଇଁ ପ୍ରସ୍ତୁତି ଚାଲେ । ତେବେ ସବୁବେଳେ ଏକା ପ୍ରକାର ଜଳଖିଆ ଖାଇ ବୋର୍ ଲାଗିଲାଣି କି ? ତାହେଲେ ଡେରି ନକରି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘କଞ୍ଚା କଦଳୀ ପୁରୀ’ । ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

'Bannana puri' recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’

ଆପଣ ଜଳଖିଆରେ ବିଭିନ୍ନ ରେସିପି ପ୍ରସ୍ତୁତ କରିଥାନ୍ତି । ସାଧାରଣତଃ ଘରେ ମହିଳାମାନେ ସକାଳ ଜଳଖିଆରେ କଣ ବନେଇବେ ଏଥିପାଇଁ ଚିନ୍ତିତ ଥାନ୍ତି। ତାହେଲେ ହୋଇଯାଆନ୍ତୁ ଚିନ୍ତା ମୁକ୍ତ । ଆଜି ହଁ ଘରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘କଞ୍ଚା କଦଳୀ ପୁରି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅଟା, ଜୁଆଣି, କଞ୍ଚା କଦଳୀ, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘କଞ୍ଚା କଦଳୀ ପୁରି’। ଏହାକୁ ନିଜ ମନପସନ୍ଦର ତରକାରି କିମ୍ବା ଭଜା ଲଗାଇ ଖାଆନ୍ତୁ। ଏହା ଛଡ଼ା ଏହାକୁ କୈଣସୀ ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Bannana puri' recipe