କମ୍ ଖର୍ଚ୍ଚରେ ତିଆରି କରନ୍ତୁ ‘ବ୍ରେଡ୍ ପିଜ୍ଜା’

ଆପଣ ସଂଧ୍ୟା ଓ ସକାଳର ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ତେବେ ଚିନ୍ତା ନକରି ଆଜି ହିଁ ଘରେ ବନାନ୍ତୁ ‘ବ୍ରେଡ୍ ପିଜ୍ଜା’ । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ‘ବ୍ରେଡ୍ ପିଜ୍ଜା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

bread pizza

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ବ୍ରେଡ୍ ପିଜ୍ଜା'

ପିଜ୍ଜା ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ସେଥିପାଇଁ ସାଧାରଣତଃ ଆମେ ବାହାରୁ ଅର୍ଡର କରି ଖାଇଥାଉ । କିନ୍ତୁ ଆପଣ କେବେ ଘରେ ବ୍ରେଡ୍ ରେ ତିଆରି ପିଜ୍ଜା ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ବ୍ରେଡ୍ ପିଜ୍ଜା’ । ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବ୍ରେଡ୍ ପିଜ୍ଜା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା, ମୋଜରିଲା ଚିଜ୍ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବ୍ରେଡ୍ ପିଜ୍ଜା’। ଏହାକୁ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଗରମା ଗରମ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

bread pizza