ବିନା ଓଭେନ୍‌ରେ ଘରେ ବନାନ୍ତୁ ‘ବିସ୍କୁଟ୍ କେକ୍’

ଆମେ ଅତି କମ୍ ଖର୍ଚ୍ଚରେ ଘରେ ଚକଲେଟ୍ ବିସ୍କୁଟରେ କେକ୍ ବନେଇ ପାରିବା । ଆଜି ଆମେ ଆପଣଙ୍କ ପାଇଁ ବିନା ଓଭେନ୍‌ରେ ବିସ୍କୁଟର ଏକ କେକ୍ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଘରେ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

Biscuit chocolate cake

News Summary

ଅତି ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ବିସ୍କୁଟ କେକ୍'

ଘରେ କିଛି ଫଙ୍କସନ୍ ଥିଲେ ଆମେ ସାଧାରଣତଃ ବାହାରୁ କେକ୍ ଆଣିଥାଉ । ହେଲେ ଆମେ ଅତି କମ୍ ଖର୍ଚ୍ଚରେ ଘରେ ଚକଲେଟ୍ ବିସ୍କୁଟରେ କେକ୍ ବନେଇ ପାରିବା । ଆଜି ଆମେ ଆପଣଙ୍କ ପାଇଁ ବିନା ଓଭେନ୍‌ରେର ବିସ୍କୁଟର ଏକ କେକ୍ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଘରେ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବିସ୍କୁଟ୍ କେକ୍’ ବନେଇବା ପାଇଁ ସାମଗ୍ରୀ:

ଚକଲେଟ୍ ବିସ୍କୁଟ-୨ ପ୍ୟାକେଟ୍,ବଟର ପେପର,ଇନୋ-୧ ପ୍ୟାକେଟ୍,ଚିନି,ଡ୍ରାଏ ଫ୍ରୁଟ୍ସ(କାଜୁ,କିସମିସ,ଆଲମଣ୍ଡ ) ରିଫାଇନ୍ ତେଲ,କ୍ଷୀର-୧ କପ୍ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହେଇଗଲା ସ୍ୱାଦିଷ୍ଟ 'ବିସ୍କୁଟ କେକ୍' । ଏହି କେକ୍ ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ ।