ରସଗୋଲା ଦିବସରେ ବନାନ୍ତୁ ସୁଆଦିଆ ‘ରସଗୋଲା’

ରସଗୋଲା ଦିବସରେ ଆଜି ଆମେ ଘରେ ବନେଇବା ‘ରସଗୋଲା’ । ଏହି ମିଠା ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

rassogola

News Summary

ବନାନ୍ତୁ ରସଗୋଲା

ଆମ ଓଡ଼ିଆ ଘରେ ୧୨ ମାସରେ ତେର ପର୍ବ । ପର୍ବପର୍ବାଣୀରେ ଘରେ ବିଭିନ୍ନ ପିଠାପଣା ଓ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ହେଉଛି ରସଗୋଲା ଦିବସ । ଏହି ଅବସରରେ ଘରେ ରସଗୋଲା ବନାଇ ଠାକୁରଙ୍କୁ ଭୋଗ ଲଗାନ୍ତୁ । ଆଜି ଆମେ ଅତି ସହଜ ଓ ସରଳ ଉପାୟରେ ରସଗୋଲା ବନେଇ ପାରିବା । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ରସଗୋଲା’ ବନେଇବା ପାଇଁ ସାମଗ୍ରୀ:

କ୍ଷୀର-୧ଲିଟର(ଛେନା ପାଇଁ), ଚିନି, ଲେମ୍ବୁ କିମ୍ବା ଭିନେଗାର, ସୁଜି, ଚିନି, ଖାଇବା ସୋଢ଼ା, ଗୁଜରାତି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ରସଗୋଲା' । ଏହି ମିଠା ରେସିପିଟିକୁ ଘରେ ତିଆରି କରି କୁଠାକୁରଙ୍କୁ ଭୋଗ ଲଗାନ୍ତୁ ।  ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି 'ରସଗୋଲା' ମିଠାକୁ ଆପଣ ଫ୍ରୀଜରେ ୧ ସପ୍ତାହ ପର୍ଯ୍ୟନ୍ତ ରଖି ଖାଇପାରିବେ ।