ଘରେ ପ୍ରସ୍ତୁତ କରନ୍ତୁ ‘ନଡ଼ିଆ ଛତୁ ବେସର’

ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ ।

Coconut mushroom besara

News Summary

ସହଜ ଓ ଦେଶୀ ଉପାୟରେ ବନାନ୍ତୁ  ନଡ଼ିଆ ଛତୁ ବେସର

ଆମିଷ ଖାଉନଥିବା ଲେକମାନେ ସାଧାରଣତଃ ଛତୁ ଖାଇବାକୁ ପସନ୍ଦ କରିଥାନ୍ତି । ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ । ଏହି ରେସିପିଟି ଓଡ଼ିଶାର ଏକ ପାରମ୍ପିରିକ ଦେଶୀ ରେସିପି ଅଟେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ନଡ଼ିଆ ଛତୁ ବେସର ବନେଇବା ପାଇଁ ସାମଗ୍ରୀ: ପାଳଛତୁ ୫୦୦ ଗ୍ରାମ, ନଡ଼ିଆ କୋରା, ସୋରିଷ,ରସୁଣ,ଶୁଖିଲା ଲଙ୍କା,ଟମାଟୋ-୧,ଆମ୍ବୁଲ-୨ଟି,ଧନିଆ ପତ୍ର,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,କଞ୍ଚାଲଙ୍କା -୨ଟି,ରିଫାଇନ ତେଲ ଓ ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ନଡ଼ିଆ ଛତୁ ବେସର’ । ଏହି ରେସିପିଟିକୁ ଗରମ ଭାତ  କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।