Astrospeak
  • Live TV
  • Read In English

ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମୁଗଲାଇ’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ଆଳୁରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଆଳୁ ମୁଗଲାଇ’।

patatoo mughlai
patatoo mughlai

ଆଜି ଆମେ ଆଳୁରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆଳୁ ମୁଗଲାଇ’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ଧନିଆ, ଜୀରା, ଗରମ ମସଲା, ସିଝା ଆଳୁ, ମଇଦା, ତେଲ, ଖୁଆ, ପନିର, ଗ୍ରେଟେଡ୍‌ କାଜୁ, କିସ୍‌ମିସ୍‌, ଗୋଲମରିଚ, ଲୁଣ, ଚିନି, ଫୁଡ୍‌ କଲର୍‌, ପିଆଜ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ପ୍ୟୁରୀ, ଦହି, ମଲାଇ, କାଜୁ ପେଷ୍ଟ୍‌, କାଶ୍ମୀର ଲଙ୍କା ଗୁଣ୍ଡ ଓ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ:

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଆଳୁ ମୁଗଲାଇ’ । ଏହି ରେସିପିଟିକୁ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।