ବର୍ଷା ପାଗରେ ଗରମାଗରମ ଚାହା ସହ ଖାଆନ୍ତୁ ‘ମକା ଆଳୁ ବରା’

ଆପଣ ବିଭିନ୍ନ ପ୍ରକାରର ବରା ଓ କଟଲେଟ୍ ର ରେସିପି ଖାଇଥିବେ । ଆପଣ କେବେ ମକା ଓ ଆଳୁର ମିଶ୍ରଣରେ ଚଟପଟା ରେସିପି ଖାଇଛନ୍ତି କି? ଏହି ବର୍ଷା ପାଗରେ ଘରେ ବନାନ୍ତୁ ଚଟପଟା 'ମକା ଆଳୁ ବରା' ।

‘corn potato bara’

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ମକା ଆଳୁ ବରା'

ଘରେ ଆମେ ସକାଳ ଓ ସଂଧ୍ୟା ଜଳଖିଆ ପାଇଁ ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ଚଟପଟା ସ୍ନାକ୍ସ ବା ଜଳଖିଆ ପ୍ରସ୍ତ୍ତୁତ କରିବୁ । ଏହି ବର୍ଷା ପାଗରେ ଘରେ ବନାନ୍ତୁ ଚଟପଟା ‘ମକା ଆଳୁ ବରା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମକା ଆଳୁ ବରା’ ପାଇଁ ଆବଶ୍ୟକ ସାମଗ୍ରୀ:

ମକା, ସିଝା ଆଳୁ, ବ୍ରେଡ୍‌, ଲେମ୍ବୁ ରସ, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ଭଜା ଜିରା ଗୁଣ୍ଡ, ଭଜା ଧନିଆ ଗୁଣ୍ଡ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମାଗରମ ‘ମକା ଆଳୁ ବରା’। ଏହି ‘ମକା ଆଳୁ ବରା’ର ରେସିପିଟିକୁ ଆପଣ ସସ୍ କିମ୍ବା ପୁଦିନା ଚଟଣୀ ସହିତ ଖାଇଲେ ଏହାର ସ୍ୱାଦ ଆହୁରି ବଢିଯାଏ । ଏହି ବର୍ଷା ପାଗରେ ‘ମକା ଘରେ ଆଳୁ ବରା’ର ରେସିପି ବନେଇ ନିଜେ ଖା’ନ୍ତୁ ଏବଂ ଘର ଲୋକଙ୍କୁ ପରଷନ୍ତୁ।