ଘରେ ବନାନ୍ତୁ ସୁଆଦିଆ 'ବାମ୍ଫ ସିମ୍ବ ପିଠଉ'

ଆପଣ କେବେ ବାମ୍ଫଦିଆ ସିମ୍ବର କୈଣସୀ ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ବାମ୍ଫ ସିମ୍ବ ପିଠଉ' । ଏହି ରେସିପି ଆମେ ପୂରା ଦେଶୀ ଶୈଳୀରେ ଚୁଲିରେ ବନେଇବା ,ଯାହା କି ଏହାର ସ୍ୱାଦ ଆହୁରି ବଢି ଯିବ ।

Bampha Simba Pitha recipe

News Summary

  ଦେଶୀ ଶୈଳୀରେ ବନାନ୍ତୁ ସୁଆଦିଆ 'ବାମ୍ଫ ସିମ୍ବ ପିଠଉ'

ଆମ ଓଡ଼ିଆ ଘରେ ଦେଶୀ ଖାଦ୍ୟର ସ୍ୱାଦ ନିଆରା । ଆଜି ଆମେ ଓଡ଼ିଆ ଘରର ଏକ ଦେଶୀ ରେସିପି ବିଷୟରେ ଆପଣଙ୍କୁ କହିବୁ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଏହି ରେସିପିର ନାଁ ହେଉଛି 'ବାମ୍ଫ ସିମ୍ବ ପିଠଉ'। ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

ବାମ୍ଫ ସିମ୍ବ ପିଠଉ' ବନେଇବା ପାଇଁ ସାମଗ୍ରୀ:

ଚାଉଳ ବଟା,ସୋରିଷ ବଟା,କଟା କଞ୍ଚାଲଙ୍କା,କଟା ପିଆଜ,ଧନିଆପତ୍ର ହଳଦୀଗୁଣ୍ଡ, ସ୍ୱାଦନୁସାରେ ଲୁଣ,ରିଫାଇନ୍ ତେଲ,ଲେମ୍ବୁ ରସ ଓ ବାମ୍ଫ ଦେବା ପାଇଁ କଦଳୀ ପତ୍ର ଓ ଇଟଲି ଛାଞ୍ଚ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ବାମ୍ଫ ସିମ୍ବ ପିଠଉ' । ଏହି ରେସିପିଟିକୁ ପଖାଳ ବା ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ଦେଶୀ ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।