ଘରେ ବନାନ୍ତୁ ‘ଚଟପଟା ଅଣ୍ଡା ତେନ୍ତୁଳି’

ଖାଇବାରେ ଖଟା ଓ ଚଟପଟା ରେସିପି ରହିଲେ ଖାଇବାର ସ୍ୱାଦ ବେଶୀ ବଢି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆଣ୍ଡାର ଏକ ଚଟପଟା ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିପିଟି ଘରେ ଆପଣ ଏତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

'Egg tentuli recipe'

News Summary

ସହଜ ଓ ସରଳ ପ୍ରାଣାଳୀରେ ବନାନ୍ତୁ  'ଚଟପଟା ଅଣ୍ଡା ତେନ୍ତୁଳି'

ଖାଇବାରେ ଖଟା ଓ ଚଟପଟା ରେସିପି ରହିଲେ ଖାଇବାର ସ୍ୱାଦ ବେଶୀ ବଢି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆଣ୍ଡାର ଏକ ଚଟପଟା ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିପିଟି ଘରେ ଆପଣ ଏତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଚଟପଟା ଅଣ୍ଡା ତେନ୍ତୁଳି’ ବନେଇବା ପାଇଁ ସାମଗ୍ରୀ:

ଅଣ୍ଡା,ଅଦା ରସୁଣ ପେଷ୍ଟ୍‌ ତେଲ, ରିଫାଇନ,ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଟମାଟୋ ପ୍ୟୁରି, କଞ୍ଚା ଲଙ୍କା, କଟା ପିଆଜ, ଧନିଆ ପତ୍ର, ତେନ୍ତୁଳି ରସ, ପୁଦିନା ଓ ଧନିଆପତ୍ର ରସ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିପିଟି ଆପଣ ଗରମ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।