Advertisment

Niladri Bije: ଦେଉଳ ବାହାରେ ସରିଲା ମହାବାହୁଙ୍କ ଲୀଳାଖେଳା; ଆଜି ନୀଳାଦ୍ରିବିଜେରେ ନୀଳକନ୍ଦର ବାହୁଡ଼ି ଯିବେ ଚତୁର୍ଦ୍ଧାମୂରତି…

ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଶ୍ରୀବିଗ୍ରହମାନେ ରଥ ଉପରୁ ଓହ୍ଲାଇ ଗୋଟି ପହଣ୍ଡିରେ ରତ୍ନ ସିଂହାସନରେ ବିଜେ କରିବେ। ପବିତ୍ର ନିଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।

Niladri Bije

Niladri Bije

Advertisment

ଦେଉଳ ବାହାରେ ସରିଲା ତିନି ଠାକରୁଙ୍କ ଲୀଳାଖେଳାଆଜି ନୀଳାଦ୍ରିବିଜେରେ ନିଳକନ୍ଦରକୁ ବାହୁଡ଼ି ଯିବେ ଚତୁର୍ଦ୍ଧା ମୁରତୀପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେଶ୍ରୀବିଗ୍ରହମାନେ ରଥ ଉପରୁ ଓହ୍ଲାଇ ଗୋଟି ପହଣ୍ଡିରେ ରତ୍ନ ସିଂହାସନରେ ବିଜେ କରିବେପବିତ୍ର ନିଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି

Advertisment

ଗତକାଲି ରଥାରୁଢ ଶ୍ରୀଜିଉଙ୍କଠାରେ ଲାଗି ହୋଇଥିଲା ଅଧରପଣାଶ୍ରୀଜିଉଙ୍କୁ ଅଧରପଣା ଲାଗି ହେବା ପରେ ରଥଗୁଡ଼ିକରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ଅଧର ପଣା ହାଣ୍ଡି ଭାଙ୍ଗି ଅର୍ପଣ କରାଯାଇଛିଅଧରପଣା ନୀତି ତଥା ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକାଲି ବି ପୁରୀରେ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲାପାଗ ଅନୁକୂଳ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା

ଅଧିକ ପଢନ୍ତୁ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ୭ ଦଫା ଦାବି ନେଇ ଆନ୍ଦୋଳନ ଡାକରା…

Advertisment

ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିକୁ ନେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୟୀ ବାଲୁକା ଚିତ୍ରପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁଙ୍କ ବାଲୁକା ପ୍ରତିମୂର୍ତ୍ତି ସାଙ୍ଗକୁ ରସୋଗଲା ହାଣ୍ଡି

ନୀଳାଦ୍ରୀ ବିଜେରେ ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାଆନ୍ତିଏହି ନୀତି ତଥା ପରମ୍ପରାକୁ ବାଲୁକା କଳା ମାଧ୍ୟମରେ ବେଶ୍ ସୁନ୍ଦର ଭାବେ ପ୍ରତିପାଦନ କରିବା ସହ ୧୦୦ଟି ରସଗୋଲା ଠେକିର ନିର୍ମାଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Advertisment
Rath Yatra Niladri Bije
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ