Advertisment

ଦୁବାଇରେ ଓଡ଼ିଶା ଦିବସ ସମାରୋହ: ନୃତ୍ୟଗୀତ ସହ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ

ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର  ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି।

ଅଦ୍ୟତନ ହୋଇଛି
Odisha Divas Celebration In Dubai

Odisha Divas

Advertisment

ଦୁବାଇରେ ଓଡ଼ିଶା ଦିବସ ସମାରୋହ। ନୃତ୍ୟଗୀତ ସହ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ। ଏହି ସମାରୋହରେ ଓଡ଼ିଶାରୁ ଯାଇଥଇବା ମନ୍ତ୍ରୀ, ବିଧାୟକଙ୍କ ସହ କଳାକାରମାନେ ମଧ୍ୟ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ଉତ୍ସବକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment

ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର  ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଶାସକ ଦଳର ବହୁ ମନ୍ତ୍ରୀ, ବିଧାୟକ ମଧ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ