Advertisment

ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।

ଅଦ୍ୟତନ ହୋଇଛି
Cuttack Durga Puja

Cuttack Durga Puja

Advertisment

ଏଥର କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS । ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS । ଏହାସହ ଶୃଙ୍ଖଳିତ ପୂଜା କମିଟିକୁ କମିଶନରେଟ୍ ପୋଲିସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଏନେଇ ସବୁ ପୂଜାକମିଟି ଓ ଶାନ୍ତି କମିଟି ସହ କମିଶନରେଟ୍ ପୋଲିସ୍‌ର ବୈଠକ ବେଳେ ଆଲୋଚନା ହୋଇଛି । ତେବେ ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।

Advertisment
Dussehra Durga Puja Cuttack Durga Puja Durga Puja Bhasani Durga Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ