/odishatv-khabar/media/post_attachments/uploadimage/library/16_9/16_9_0/s_1702013407.jpg)
Veteran actor Junior Mehmood passes away at 67
ଭେଟେରାନ୍ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପାକସ୍ଥଳୀ ଜନିତ କ୍ୟାନସରେ ତାଙ୍କର ଦେହାନ୍ତ ହୋଇଛି ।
Advertisment
୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଭାବେ ଜୁନିଅର ମେହମୁଦ ପରିଚିତ ଥିଲେ । ୪ ଦଶନ୍ଧିର କ୍ୟାରିୟରରେ ସେ ୭ଟି ଭାଷାର ଚଳଚ୍ଚିତ୍ର ସହ ମୋଟ ୨୬୫ଟି ଫିଲ୍ମରେ ଅଭିନୟ କରିଥିଲେ ।
୧୯୬୭ ମସିହାରେ ଜୁନିଅର ‘ନୌନିହାଲ’ ଚଳଚ୍ଚିତ୍ରରେ ପ୍ରଥମେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଅଭିନେତା ଓ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)