Advertisment

Oscars 2024: ଓପେନହାଇମର ୧୩ ନାମାଙ୍କନରେ ଆଗୁଆ; ଜାଣନ୍ତୁ ପୂରା ତାଲିକା

ଆମେରିକାର ଟେଲିଭିଜନ ଉପସ୍ଥାପିକା ଜିମି କିମେଲ ଲସ୍‌ ଏଞ୍ଜେଲସରୁ ଏହି ପୁରସ୍କାରକୁ ଉପସ୍ଥାପନା କରିବେ। ମନୋରଞ୍ଜନ ଏବଂ ଚଳଚ୍ଚିତ୍ରର କେତେକ ବଡ ନାମ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡ୍‌ର ଡଲ୍‌ବି ଥିଏଟରରେ ୯୬ ତମ ଏକାଡେମୀ ପୁରସ୍କାର ପାଇଁ ଏକତ୍ର ହେବେ।

author-image
Pramod Behera
Oppenheimer Leads With 13 Nominees

Oppenheimer Leads With 13 Nominees

ଆମେରିକାର ଟେଲିଭିଜନ ଉପସ୍ଥାପିକା ଜିମି କିମେଲ ଲସ୍‌ ଏଞ୍ଜେଲସରୁ ଏହି ପୁରସ୍କାରକୁ ଉପସ୍ଥାପନା କରିବେ। ମନୋରଞ୍ଜନ ଏବଂ ଚଳଚ୍ଚିତ୍ରର କେତେକ ବଡ ନାମ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡ୍‌ର ଡଲ୍‌ବି ଥିଏଟରରେ ୯୬ ତମ ଏକାଡେମୀ ପୁରସ୍କାର ପାଇଁ ଏକତ୍ର ହେବେ।

Advertisment

ଭାରତୀୟ ଦର୍ଶକମାନେ ମାର୍ଚ୍ଚ ୧୧ ସୋମବାର ସକାଳ ୪ଟା ସମୟରେ ଓସ୍କାର ୨୦୨୪ ଲାଇଭ୍ ଦେଖିପାରିବେ। ଖ୍ରୀଷ୍ଟୋଫର ନୋଲନଙ୍କ ନିର୍ଦ୍ଦେଶିତ 'ଓପେନ୍‌ହାଇମର' ପାଇଁ ସର୍ବାଧିକ ନାମାଙ୍କନ(୧୩ ପାଖାପାଖି) ରହିଛି, ତା’ପରେ 'ପୁଅର୍ ଥିଙ୍ଗ୍ସ' ଏବଂ ମାର୍ଟିନ ସ୍କୋରସେସ୍‌ଙ୍କ ନିର୍ଦ୍ଦେଶିତ 'କିଲର୍ସ ଅଫ୍ ଫୁଲ୍‌ ମୁନ'ରହିଛି। ମନୋନୀତ କଳାକାରମାନେ ହେଉଛନ୍ତି ରବର୍ଟ ଡାଉନି ଜୁନିୟର୍, ଯୋଡି ଫୋଷ୍ଟର, ଏମା ଷ୍ଟୋନ୍‌, ରିଆନ୍‌ ଗୋସ୍‌ଲିଙ୍ଗ, ରବର୍ଟ ଡି ନିରୋ, ଏବଂ ବ୍ରାଡ୍‌ଲେ କୁପର୍।

ଓସ୍କାର ୨୦୨୪ ନାମାଙ୍କନ ତାଲିକା:

ବେଷ୍ଟ୍ ଫିଚର୍:

  • ଆମେରିକାନ ଫିକ୍ସନ୍
  • ଆନାଟୋମି ଅଫ୍‌ ଏ ଫଲ୍
  • ବାର୍ବୀ
  • ଦ ହୋଲ୍ଡଓଭର୍ସ
  • କିଲର୍ ଅଫ୍ ଫ୍ଲାୱାର୍ ମୁନ୍
  • ମାଏଷ୍ଟ୍ରୋ
  • ଓପେନହାଇମର୍‌
  • ପାଷ୍ଟ୍ ଲାଇଭ୍ସ୍
  • ପୁଅର୍ ଥିଙ୍ଗ୍ସ
  • ଦ ଜୋନ୍ ଅଫ୍ ଇଣ୍ଟେରେଷ୍ଟ୍
Advertisment

ପ୍ରମୁଖ ଭୂମିକାରେ ଅଭିନେତା:

  • ବ୍ରାଡ୍‌ଲେ କପୁର୍
  • କଲମାନ୍ ଡୋମିଙ୍ଗୋ
  • ପଲ୍ ଜିଆମାଟି
  • ସିଲିୟନ୍ ମର୍ଫି
  • ଜେଫ୍ରି ରାଇଟ୍

ପ୍ରମୁଖ ଭୂମିକାରେ ଅଭିନେତ୍ରୀ:

  • ଆନେଟେ ବେନିଙ୍ଗ୍
  • ଲିଲି ଗ୍ଲାଡ୍‌ଷ୍ଟୋନ୍
  • ସାନ୍ଦ୍ରା ହୁଲର୍
  • କ୍ୟାରେ ମଲ୍ଲିଗାନ୍
  • ଏମା ଷ୍ଟୋନ୍

ସହାୟକ ଭୂମିକାରେ ଅଭିନେତା:

  • ଷ୍ଟର୍ଲିଂ କେ ବ୍ରାଉନ୍
  • ରବର୍ଟ ଡି ନିରୋ
  • ରବର୍ଟ ଡାଉନି ଜୁନିୟର୍
  • ରିଆନ୍ ଗୋସଲିଂ
  • ମାର୍କ ରୁଫାଲୋ

ସହାୟକ ଭୂମିକାରେ ଅଭିନେତ୍ରୀ:

  • ଏମିଲି ବ୍ଲଣ୍ଟ୍
  • ଡାନିଏଲ୍ ବ୍ରୁକ୍ସ
  • ଆମେରିକା ଫେରେରା
  • ଯୋଡି ଫୋଷ୍ଟ୍‌
  • ଡେଭାଇନ୍ ଜୟ୍ ରାଣ୍ଡୋଲଫ୍

ନିର୍ଦ୍ଦେଶନା:

  • ଜଷ୍ଟିନ୍ ଟ୍ରାଇଟ୍
  • ମାର୍ଟିନ ସ୍କୋର୍ସେସ୍
  • ଖ୍ରୀଷ୍ଟୋଫର୍ ନୋଲାନ୍
  • ୟର୍ଗୋସ୍ ଲାଣ୍ଟିମୋସ୍
  • ଜୋନାଥନ୍ ଗ୍ଲେଜର୍‌

ଲେଖା (ଆଡପ୍ଟେଡ୍ ସ୍କ୍ରିନ୍‌ପ୍ଲେ):

  • ଆମେରିକାନ୍ ଫିକ୍ସନ୍
  • ବାର୍ବୀ
  • ଓପେନହାଇମର୍‌
  • ପୁଅର୍ ଥିଙ୍ଗ୍ସ୍
  • ଦ ଜୋନ୍ ଅଫ୍ ଇଣ୍ଟେରେଷ୍ଟ୍

ଲେଖା (ମୂଳ ସ୍କ୍ରିନ୍‌ପ୍ଲେ):

  • ଆନାତୋମି ଅଫ୍ ଏ ଫଲ୍
  • ଦ ହୋଲ୍ଡଓଭର୍ସ
  • ମାଏଷ୍ଟ୍ରୋ
  • ମେ ଡିସେମ୍ବର
  • ପାଷ୍ଟ୍ ଲାଇଭ୍ସ୍

ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ:

  • ଲୋ କ୍ୟାପିଟାନୋ
  • ପରଫେକ୍ଟ ଡେଏଜ୍
  • ସୋସାଇଟି ଅଫ୍ ଦ ସ୍ନୋ
  • ଦ ଟିଚର୍ସ ଲାଉଞ୍ଜ
  • ଦ ଜୋନ୍ ଅଫ୍ ଇଣ୍ଟେରେଷ୍ଟ୍

ଆନିମେଟେଡ୍ ଫିଚର୍ ଫିଲ୍ମ:

  • ଦ ବୟ୍ ଆଣ୍ଡ ଦ ହିରୋନ୍
  • ଏଲିମେଣ୍ଟାଲ୍
  • ନିମୋନା
  • ରୋବଟ୍ ଡ୍ରିମ୍ସ୍
  • ସ୍ପାଇଡର୍-ମ୍ୟାନ୍ : ଆକ୍ରସ୍‌ ଦ ସ୍ପାଇଡର୍-ଭର୍ସ

ମେକ୍ଅପ୍ ଏବଂ ହେୟାର ଷ୍ଟାଇଲ୍:

  • ଗୋଲ୍ଡା
  • ମାଏଷ୍ଟ୍ରୋ
  • ଓପେନହାଇମର
  • ପୁଅର୍ ଥିନ୍ସ
  • ସୋସାଇଟି ଅଫ୍ ଦ ସ୍ନୋ

ଶବ୍ଦ:

  • ଦ କ୍ରିଏଟର୍
  • ମାଏଷ୍ଟ୍ରୋ
  • ମିଶନ୍: ଇମ୍ପସିବ୍ଲ – ଡାଏଡ୍ ରେକୋନିଙ୍ଗ୍ ପାର୍ଟ ୱାନ୍
  • ଓପେନହାଇମର
  • ଦ ଜୋନ୍ ଅଫ୍ ଇଣ୍ଟେରେଷ୍ଟ୍

ଭିଜୁଆଲ୍ ଇଫେକ୍ଟସ୍:

  • ଦ କ୍ରିଏଟର୍
  • ଗଡ୍‌ଜିଲ୍ଲା ମାଇନସ୍ ୱାନ୍
  • ଗାର୍ଡିଆନ୍ ଅଫ୍ ଦ ଗାଲାକ୍ସି ଭୋଲ୍ ୩
  • ମିଶନ୍: ଇମ୍ପସିବ୍ଲ – ଡାଏଡ୍ ରେକୋନିଙ୍ଗ୍ ପାର୍ଟ ୱାନ୍
  • ନାପୋଲିଅନ୍
Oscars
Advertisment
Advertisment