Advertisment

ପୁଣି ବାହା ହେଲେ କି ଅନୁଭବ ? ସୋସିଆଲ୍‌ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ୍‌

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବର ବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Anubhav Mohanty Marriage Video

Is Actor Anubhav Mohanty Again Marriage, Video And Photos Goes Viral

Advertisment

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ମାମଲା ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବରବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆ ରେ ଏଭଳି ଚର୍ଚ୍ଚା ହେଉଛି।

Advertisment

ଅନୁଭବ ବରବେଶରେ ଥିବା ବେଳେ ବୋହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଭାଇରାଲ୍‌ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରିବେଶ ଭଳି ମଧ୍ୟ ମନେ ହେଉଛି। ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପିଲ୍ମ ଶୁଟିଂ ସେଟ୍‌ର ବୋଲି ଚର୍ଚ୍ଚା ହେଉଛି। 

Varsha Priyadarshini Anubhav Mohanty Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ