bollywood Actress inaugurates kalyan jewelers new show room
କଳା ଓ ଭାସ୍କର୍ଯ୍ୟ କିଣିବାର ଅଛି ତ ଓଡିଶା ରୁ କିଣିବ। ଏହା କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ମୋର ବିବାହ ପୂର୍ବରୁ ମୁଁ ଓଡିଶାରୁ ଦୁଇଟି ସ୍କଲପ୍ଚର କିଣିଥିଲି। ଗୋଟିଏ ବୁଦ୍ଧ ଆଉ ଗୋଟିଏ ଗଣେଶ। ମା କହିଥିଲେ ଯଦି ସ୍କଳ୍ପଚର କିଣିବାର ଅଛି ତ ଓଡିଶାରୁ କିଣିବ। ସେଥିପାଇଁ ମୁଁ ଓଡିଶାରୁ ଏହି ପଥର ମୂର୍ତ୍ତି ସବୁ କିଣି ଥିଲି। ଏବେ ବି ସେହି ମୂର୍ତ୍ତି ସବୁ ଅଛନ୍ତି।
ଭୁବନେଶ୍ୱରରେ ପଟିଆ ଅଞ୍ଚଳରେ କଲ୍ୟାଣ ଜୁଏଲର୍ସ ଏକ ଷ୍ଟୋର ଉଦଘାଟନ କରିବାକୁ ଆସି ଏହି କଥା କହିଛନ୍ତି ଶିଳ୍ପା। ପୁରୀକୁ ବହୁ ଦିନ ତଳେ ଆସିଥିଲି। ଆଜି କିନ୍ତୁ ସମୟ ଅଭାବରୁ ଯାଇପାରୁନି। କିନ୍ତୁ ଲିଙ୍ଗରାଜ ମନ୍ଦିର ଯିବି ବୋଲି କହିଛନ୍ତି। ଏଥି ସହିତ ଆପଣ ମାନେ ଖୁସି ତ ମୁଁ ବି ବହୁତ୍ ଖୁସି ବୋଲି କହିଥିଲେ ଶିଳ୍ପା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682088741.jpg)