Advertisment

OCS Prelim Results: ପ୍ରକାଶ ପାଇଲା OCS ପ୍ରିଲିମ୍‌ ରେଜଲ୍ଟ, ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ

OCS ପ୍ରିଲିମ୍‌ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି । OPSC ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।

ଅଦ୍ୟତନ ହୋଇଛି
ଆସିଲା OCS ପ୍ରିଲିମ୍‌ ରେଜଲ୍ଟ

ଆସିଲା OCS ପ୍ରିଲିମ୍‌ ରେଜଲ୍ଟ

Advertisment

ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ । ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ ହୋଇଛନ୍ତି । ତେବେ OCS ପ୍ରିଲିମ୍‌ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି । OPSC ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । କୃତି ପରୀକ୍ଷାର୍ଥୀଙ୍କ ରୋଲ୍‌ ନମ୍ବର OPSC ୱେବସାଇଟ୍‌ରେ ଉପଲବ୍ଧ ରହିଛି । ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୧୫ରେ OCS ପ୍ରିଲିମ୍‌ ପରୀକ୍ଷା ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ୍, ଝାମ୍ପି ନେଲେ ୨ ଲକ୍ଷ ୫୦ ହଜାର ଟଙ୍କା

Odisha OPSC OCS Prelim Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ