Advertisment

BREAKING: ଡାହାଣୀ ସାଜିଲା ମାଆ; ୩ ବର୍ଷ ପୁଅର ମୁଣ୍ଡ କାଟି କଲା ହତ୍ୟା

୩ ବର୍ଷର ପୁଅର ମୁଣ୍ଡ କାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ଲୁକୁମାରୀ ଗାଁରୁ ସାମ୍ନାକୁ ଆସିଛି ଏହି ବର୍ବର କାଣ୍ଡ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Woman beheads her 3-year-old son while 'Chaiti Parba' was underway

Woman beheads her 3-year-old son while 'Chaiti Parba' was underway

୩ ବର୍ଷର ପୁଅର ମୁଣ୍ଡ କାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ଲୁକୁମାରୀ ଗାଁରୁ ସାମ୍ନାକୁ ଆସିଛି ଏହି ବର୍ବର କାଣ୍ଡ । ଗାଁରେ ଚଇତିପର୍ବ ଚାଲିଥିଲାବେଳେ ଏହି ବର୍ବର କାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ମାଆ ଅଟକ ରହିଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

Advertisment

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ପୁଅକୁ ତାର ମାଆ ହତ୍ୟା କଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅଷ୍ପଷ୍ଟ ରହିଛି

Murder Case
Advertisment
Advertisment