• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଉରେକ୍ସା ଡିଲର ଦୁଇ କର୍ମଚାରୀ ଗିରଫ

  • ପ୍ରଭାତ ଦାସ ଓ ଶରତ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ EOW

 ଲୋଭନୀୟ ସ୍କିମ୍ ଜରିଆରେ ଲୋକଙ୍କଠୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଠକ ସଂସ୍ଥା ଅଉରେକ୍ସା ଡିଲର ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ EOW  । ସେମାନେ ହେଲେ କମ୍ପାନୀର ଉପର ସ୍ତରର କର୍ମଚାରୀ ପ୍ରଭାତ ଦାସ ଓ ଶରତ ନାୟକ ।

ଲୋକଙ୍କୁ ବିଭିନ୍ନ ଘରୋଇ ଉପକରଣ ଓ ଇଲେକଟ୍ରୋନିକ୍ ଯଂନ୍ତ୍ରାଶ ବିକି ଟଙ୍କା ସଂଗ୍ରହ କରୁଥିବା ଏ କମ୍ପାନୀ ଅଧିକ ବିନିଯୋଗ କଲେ ଅଧିକ ଲାଭର ପ୍ରତିଶ୍ରୁତି ଦେଉଥିଲା  । ଏହି ଉପାୟରେ ରାଜ୍ୟରୁ ଏ କମ୍ପାନୀ ପ୍ରାୟ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏ ସଂସ୍ଥାର ଡାଇରେର ବାବୁ ସିଂ ଗ୍ୱାଲିୟରରୁ ଗିରଫ ହୋଇଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now