/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648714079.jpg)
Shot in front of the mayor's house
ପୌରାଧ୍ୟକ୍ଷାଙ୍କ ଘର ଆଗରେ ଗୁଳି ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ହୋଇଛି । ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ହୋଇଥିବା ଜଣାପଡିଛି ।
Advertisment
ଗତକାଲି ବିଳମ୍ବିତ ରାତିରେ ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ୱାର୍ଡ ନମ୍ବର ୧୯ର କାଉନସିଲରଙ୍କ ଘରେ ପଶି ଆକ୍ରମଣର ମଧ୍ୟ ଅଭିଯୋଗ ହୋଇଛି । ଶାସକ ଦଳ କର୍ମୀ ଆକ୍ରମଣ ଓ ଗୁଳି କରିଥବା ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)