/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695471745.jpg)
Former MLA Pravat Biswal
ବହୁ ଚର୍ଚ୍ଚିତ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ସିବିଆଇ କଲା ଚାର୍ଜ ଫ୍ରେମ୍ । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି । ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜ ଫ୍ରେମ୍ ହୋଇଛି ।
Advertisment
ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହେଲା ଚାର୍ଜ ଫ୍ରେମ୍ । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି । ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଏବଂ ୪୭୧ ଆଧାରରେ ସିବିଆଇ ଚାର୍ଜ ଫ୍ରେମ୍ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)