/odishatv-khabar/media/post_attachments/uploadimage/library/16_9/16_9_0/s_1701836156.jpg)
Panic grips after lady lootera gang cases on the rise in Bhubaneswar
ରାଜଧାନୀରେ ଲେଡି ଲୁଟେରାଙ୍କ ଆତଙ୍କରାଜ୍ । କେଉଁଠି ଘରୋଇ ସହାୟକ ଆଲ୍ମିରାରୁ ଟଙ୍କା ଲୁଟୁଛି, ତ ଆଉ କେଉଁଠି ଘରେ ପଶି କଳାକନା ବୁଲାଇଲେଣି ଅଜଣା ମହିଳା । ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଘରେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
Advertisment
ଲୁଟ୍ ସମୟର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି । ଯେଉଁଥିରେ ମହିଳା ଜଣକ ଗେଟ୍ ଭିତରେ ପଶୁଥିବା ଦେଖିବାକୁ ମିଳୁଛି । ମହିଳା ଜଣକ ନୀଳାଦ୍ରି ବିହାରରେ ରହୁଥିବା ବୈରାଗୀ ପ୍ରଧାନଙ୍କ ଘରୁ ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି ।
ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ତନାଘନା ପୋଲିସ ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)