ଅଦ୍ୟତନ ହୋଇଛି
Nayapally Ladies Hostel
Advertisment
କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ହଷ୍ଟେଲ ଭାଙ୍ଗିଲେ । ଲେଡିଜ ହଷ୍ଟେଲ ବେଡ୍ ରୁମ୍ରେ ପଶି ଅଶ୍ଳୀଳ ଇଙ୍ଗିତ କଲେ । ସ୍ପିଡ ବାଇକରେ ଆସି ରୋଡ଼ ରୋମିଓଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ । ୫ ଜଣ ଦୁର୍ବୃତ୍ତ ଏହି ତୁମୁଳକାଣ୍ଡ ଭିଆଇଛନ୍ତି । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଫର୍ଣ୍ଣିିଚର, ଟିଭି, ଆକ୍ୱାରିୟମ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି । ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା ଘଟଣା । ନୟାପଲ୍ଲୀ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683352037.jpg)