/odishatv-khabar/media/post_attachments/uploadimage/library/16_9/16_9_0/s_1701847573.jpg)
Major IT raids in Odisha
ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍ । ଆୟକର ଫାଙ୍କିବା ଅଭିଯୋଗରେ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ(IT Raid) ଚଢ଼ଉ କରିଛି । କମ୍ପାନୀର ବୌଦ୍ଧ ସ୍ଥିତ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି ।
Advertisment
ଏହି ଲିଙ୍କ୍ରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରର ଟିଟିଲାଗଡ ଓ ରାୟଗଡ଼ାରେ ରେଡ୍ ମଧ୍ୟ କରାଯାଇଛି । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ କରିଥିବା ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍ଡିଙ୍କ ଘରେ ରେଡ୍ ହୋଇଛି ।
#ବଡ଼ଧରଣର_ଆଇଟି_ରେଡ୍
ଆୟକର ଫାଙ୍କି ଅଭିଯୋଗରେ ଏକ ସଂସ୍ଥା ଉପରେ ଆଇଟି ରେଡ୍….ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ଚଢ଼ାଉ…..ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ରେଡ୍….#IncomeTaxraid#OTVpic.twitter.com/QsXjONdWRZ— ଓଟିଭି (@otvkhabar) December 6, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)