Advertisment

ଭୁବନେଶ୍ୱରରୁ ମିଳିଲା ଏକାଧିକ ନର କଙ୍କାଳ, ଭୟଭୀତ ଲୋକେ

ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ନର କଙ୍କାଳ ଓ ଖପୁରୀ ରାସ୍ତାକଡ଼ ଆବର୍ଜନା ଭିତରେ ପଡ଼ି ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି।

author-image
Rajalaxmi Sahoo
Human Skulls And Multiple Skeletons Found In Bhubaneswar

Human Skulls And Multiple Skeletons Found In Bhubaneswar

ଆବର୍ଜନା ଭିତରେ ପଡ଼ିଛି ନର କଙ୍କାଳ। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ନର କଙ୍କାଳ ଓ ଖପୁରୀ ରାସ୍ତାକଡ଼ ଆବର୍ଜନା ଭିତରେ ପଡ଼ି ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି।

Advertisment

ପ୍ରାୟ ୬ଟି ଖପୁରୀ ସହ ଏକାଧିକ କଙ୍କାଳ ମିଳିଛି। କୁଆଡ଼ୁ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରୀ ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ସବୁ କଙ୍କାଳକୁ ଦେଖି ସ୍ଥାନୀୟଲୋକେ ବିଚଳିତ ହୋଇପଡ଼ିଛନ୍ତି।

Human Skulls Recovered Skeletons Found
Advertisment
Advertisment