Advertisment

ଅନୁଗୁଳ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ, କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
Twin Babies Bodies Found Inside Well In Anugul

Bodies of twin babies found inside well

Advertisment

କୂଅରେ ପଡ଼ିଛି ଯାଆଁଳା ଶିଶୁଙ୍କ ମୃତଦେହ । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ। ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯାଆଁଳା ଶିଶୁଙ୍କ ବୟସ ୩/୪ ମାସ ହେବ। ତେବେ ଯାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ବୋଲି ସୂଚନା ମିଳିଛି।

Advertisment

ତେବେ ଏହି ଦୁଇ ଶିଶୁଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ୨ ଶିଶୁଙ୍କୁ ଆଣି ଫିଙ୍ଗିଦିଆଯାଇଥିଲା ଏହି କୂଅରେ ? ସେନେଇ ବର୍ତ୍ତମାନ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Odisha News Angul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ