Advertisment

ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରୁଥିଲେ ଯୁବକ, ନିର୍ଦ୍ଧୁମ ଛେଚିଲେ ଅନ୍ୟ ଛାତ୍ରଛାତ୍ରୀ

କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

ଅଦ୍ୟତନ ହୋଇଛି
Kidnapped Attempt

Kidnapped Attempt

Advertisment

ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ। ବାଲେଶ୍ୱର କର୍ମଦା ଥାନା ପୀର ପଡ଼ିଆରେ ଏଭଳି କିଛି ଉଦ୍ୟମ ବେଳେ ଛେଚା ଖାଇଲେ ଅଭିଯୁକ୍ତ। ଆଜି ପୀର ପଡ଼ିଆରେ ସ୍ଥାନୀୟ ସୁରେନ୍ଦ୍ର ନାଥ କଲେଜର ଏକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବ୍ରଜ ଗୋପାଳ ଦାସ ନାମକ ଜଣେ ଯୁବକ ବନ୍ଧୁକ ଦେଖାଇ ଜଣେ ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ କରିଥିଲେ।

Advertisment

କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

Jaleswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ