Coronavirus
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪,୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୯୪୩ ରହିଛି। ଦିନକରେ ରାଜ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତ ବଢ଼ିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୨,୭୬୯ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୭,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍-୨୭,୨୧୬ ରହିଛି।
7. Cuttack: 505
8. Deogarh: 18
9. Dhenkanal: 55
10. Gajapati: 45
11. Ganjam: 111
12. Jagatsinghpur: 60
13. Jajpur: 130
14. Jharsuguda: 143
15. Kalahandi: 73
16. Kandhamal: 18
17. Kendrapada: 27
18. Keonjhar: 65
19. Khurda: 2226
20. Koraput: 107
21. Malkangiri: 6
— I & PR Department, Odisha (@IPR_Odisha) January 11, 2022
22. Mayurbhanj: 201
23. Nawarangpur: 95
24. Nayagarh: 35
25. Nuapada: 26
26. Puri: 156
27. Rayagada: 36
28. Sambalpur: 609
29. Sonepur: 61
30. Sundargarh: 1147
31. State Pool: 486
— I & PR Department, Odisha (@IPR_Odisha) January 11, 2022
New recoveries: 414
Cumulative tested: 26247991
Positive: 1082769
Recovered: 1047031
Active cases: 27216
— I & PR Department, Odisha (@IPR_Odisha) January 11, 2022
ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏସଆରସିଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ସାମାଜିକ, ଧାର୍ମିକ ଏବଂ ପର୍ବପର୍ବାଣୀ ଉତ୍ସବରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633497327.jpg)