ରାଜ୍ୟରେ କରୋନାର ଆଉ ଏକ ଲହର !

ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି ସରକାର । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ ।

Corona Third Wave

ରାଜ୍ୟରେ ଆରମ୍ଭ ହୋଇସାରିଛି ତୃତୀୟ ଲହର ! ଏନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।ସେ କହିଛନ୍ତି ଦେଶ ତଥା ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ତୁଳନାରେ ରାଜ୍ୟରେ ଆଜି ୭୯% ସଂକ୍ରମିତ ବଢ଼ିଛନ୍ତି । ଏମିତିକି ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଏବେ କୋଭିଡ୍‌ର ଆଉ ଏକ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ । କ୍ଷୀପ୍ର ବେଗରେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ଲାଗୁ କଲେ କଟକଣା । ତେବେ ନୂଆ ଗାଇଡ୍‌ଲାଇନ୍‌ ନିୟମ ଅନୁଯାୟୀ..