Advertisment

ରାଜ୍ୟରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ ପଠାଯାଇଥିଲା।

omicron Variant

omicron Variant

Advertisment

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୫ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS। ୨୪୯ଟି ସାମ୍ପଲର ଜିନମ ସିକ୍ୟୁଏନ୍ସିଂରୁ ୧୪୫ ଚିହ୍ନଟ ହୋଇଛନ୍ତି। ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ ପଠାଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ରେ ପହଞ୍ଚିଲା।

Advertisment

ରାଜ୍ୟରେ ଆଜି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୭୨୮, ଲୋକାଲ୍ କେସ୍ ୪୮୭୯ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪,୩୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Omicron Cases In Odisha COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ