/odishatv-khabar/media/post_attachments/uploadimage/library/16_9/16_9_0/Gold_Rate_1755681334.jpg)
Gold Rate
କମିଲା ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୭୫୦ ଟଙ୍କା ଥିବା ବେଳେ ଆଜି ୬୦୦ ଟଙ୍କା କମି ୧,୦୦,୧୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୨,୩୫୦ ଟଙ୍କା ଥିବା ବେଳେ ଆଜି ୫୫୦ ଟଙ୍କା କମି ୯୧,୮୦୦ ଟଙ୍କାରେ ପହଞ୍ଚିଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୫,୫୬୦ ଟଙ୍କା ଥିବା ବେଳେ ଆଜି ୪୫୦ ଟଙ୍କା କମି ୭୫,୧୧୦ ଟଙ୍କା ହୋଇଛି ।
Advertisment
ସେହିପରି ଭୁବନେଶ୍ୱରରେ ଗତ କାଲି ରୂପା ୧ କେଜି ପିଛା ୧,୨୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମି ୧,୨୫,୦୦୦ ଟଙ୍କାରେ ହୋଇଛି ।
ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:
- ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୧,୦୦,୩୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୯୫୦ (୧୦ ଗ୍ରାମ ପିଛା)
- ଚେନ୍ନାଇ: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
- ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
- ମୁମ୍ବାଇ: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
- କୋଲକାତା: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
Advertisment
ଅଧିକ ପଢନ୍ତୁ: ମହଙ୍ଗା ହେଲା ସ୍ୱପ୍ନର ଘର ତିଆରି, SBI ବଢ଼ାଇଲା ହୋମ ଲୋନ୍ ସୁଧହାର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)