Advertisment

Gold Price: ବଢିଲା ସୁନା ଦର, ଉପର ମୁହାଁ ରୁପା ମୂଲ୍ୟ

ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୮୪୦  ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୦,୬୦୦ ଟଙ୍କା ହୋଇଛି ।

ଅଦ୍ୟତନ ହୋଇଛି
Gold Price

Gold Price

Advertisment

ପୁଣି ଉପର ମୁହାଁ ସୁନା ଦର । ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୨୯୦ ଟଙ୍କା ଥିବା ବେଳେ ଆଜି ୫୫୦ ଟଙ୍କା ବୃଦ୍ଧି ଘଟି ୯୮,୮୪୦  ଟଙ୍କାକୁ ଛୁଇଁଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୦,୧୦୦  ଟଙ୍କା ଥିବା ବେଳେ ଆଜି ୫୦୦ ଟଙ୍କା ବୃଦ୍ଧି ପାଇ ୯୦,୬୦୦ ଟଙ୍କାକୁ ଛୁଇଁଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୩,୭୨୦ ଟଙ୍କା ଥିବା ବେଳେ ଆଜି ୪୧୦ ଟଙ୍କା ବୃଦ୍ଧି ପାଇ ୭୪,୧୩୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱରରେ ଗତ କାଲି ରୁପା ୧ କେଜି ପିଛା ୧,୦୯,୯୦୦ ଟଙ୍କା ଥିବା ବେଳେ ଆଜି ୧୦୦ ଟଙ୍କା ବୃଦ୍ଧି ପାଇ ୧,୧୦,୦୦୦ ଟଙ୍କାରେ ପହଞ୍ଚିଛି ।

Advertisment

ଅଧିକ ପଢନ୍ତୁ: ଆଜି ସୁନା ଦର କେତେ, ଜାଣନ୍ତୁ...

ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:

  • ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୯୮,୯୯୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୭୫୦ (୧୦ ଗ୍ରାମ ପିଛା)
  • ଲକ୍ଷ୍ନୌ: ୨୪ କ୍ୟାରେଟ ସୁନା- ୯୮,୯୯୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୭୫୦ (୧୦ ଗ୍ରାମ ପିଛା)
  • ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୮,୮୪୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୬୦୦ (୧୦ ଗ୍ରାମ ପିଛା)
  • ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୮,୮୪୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୬୦୦ (୧୦ ଗ୍ରାମ ପିଛା)
  • କୋଲକାତା: ୨୪ କ୍ୟାରେଟ ସୁନା- ୯୮,୮୪୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୬୦୦ (୧୦ ଗ୍ରାମ ପିଛା)

ସୁନା କେବଳ ଆଭୂଷଣ ନୁହେଁ, ଏହା ଏକ ନିବେଶ ଅଟେ । ତେଣୁ ନିଜ କଷ୍ଟ ଅର୍ଜିତ ଟଙ୍କାରେ ସୁନା ଅଳଙ୍କାର କିଣିବା ପୂର୍ବରୁ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତୁ । BIS ଲୋଗୋ ଯାଞ୍ଚ କରନ୍ତୁ । ୬ ଅଙ୍କ ବିଶିଷ୍ଟ HUID ନମ୍ବର ଦେଖି ଗହଣା କିଣନ୍ତୁ ।

Advertisment

ଅଧିକ ପଢନ୍ତୁ: ଲକ୍ଷେ ମୁହାଁ ସୁନା ଦର; ଆଜି କେତେ ବଢିଲା ଜାଣନ୍ତୁ

Gold Price Increase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ